Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ରେ ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କଲେ ଚାନ୍ଦବାଲି ବିଧାୟକ ଡ଼ଃ ବ୍ୟୋମକେଶ ରାୟ

Bhadrak Rural, Bhadrak | Aug 27, 2025
ଭଦ୍ରକ ଜିଲ୍ଲା ରେ ବନ୍ୟା ଚିନ୍ତାର ବିଷୟ ପାଲଟିଛି, ଚାନ୍ଦବାଲି ନିର୍ବାଚନମଣ୍ଡଳୀ ରେ ମଧ୍ୟ ବନ୍ୟା ର ପ୍ରଭାବ ଦେଖିବାକୁ ମିଳିଛି,ଆରଡ଼ି ଅଞ୍ଚଳ ନାନ୍ଦପୁର,ଓଳଗ, ସୁନ୍ଦର ପୁର, ଆଦି ଅଂଚଳ ଚାନ୍ଦବାଲି ବିଧାୟକ ଡ଼ ବ୍ଯାମକେଶ ରାୟ ପରିଦର୍ଶନ କରିବା ସହ ବନ୍ୟା ପୀଡିତ ଙ୍କୁ ଭେଟିବା ସହ ସହାୟତା ପ୍ରଦାନ ପାଇଁ ପ୍ରତିଶୃତି ଦେଇଛନ୍ତି, ଏହି ଖବର ଆଜି ସଂଧ୍ୟା 5 ଟାରେ ହସ୍ତଗତ ହୋଇଛି
Read More News
T & CPrivacy PolicyContact Us