Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଗଜପତି ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଗଜପତି ଜିଲ୍ଲା ବିକାଶର ନକ୍ସା - 2036 ପୁସ୍ତକ ପ୍ରଦାନ।

Paralakhemundi, Gajapati | Sep 4, 2025
ଗଜପତି ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଗଜପତି ଜିଲ୍ଲା ବିକାଶର ନକ୍ସା - 2036 ପୁସ୍ତକ ପ୍ରଦାନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ପ୍ରାୟ ଏଗାରଟା ବେଳେ ଗଜପତି ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କୁ ଗଜପତି ଜିଲ୍ଲା ବିକାଶର ନକ୍ସା - 2036 ପୁସ୍ତକ ପ୍ରଦାନ କରିଛନ୍ତି। ଗବେଷକ ପୁର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ଵରେ ଗଜପତି ନାଗରିକ ମଞ୍ଚର ସଦସ୍ୟ ମାନେ ଜିଲ୍ଲାପାଳଙ୍କୁ ଭେଟି ଥିଲେ। ପୂର୍ବରୁ ଜିଲ୍ଲାର କେଉଁ କେଉଁ ଅଞ୍ଚଳର ବିକାଶ କରାଯାଇ ପାରିବ ଏବଂ କେଉଁ ଅଞ୍ଚଳ ଗୁଡ଼ିକର ସଂରକ୍ଷଣ ଓ ବିକାଶ କରାଗଲେ ଜ
Read More News
T & CPrivacy PolicyContact Us