Download Now Banner

This browser does not support the video element.

ନୂଆପଡା: ନୂଆପଡା ଏକତା ଛକରେ ଟ୍ରକ ଧକ୍କାରେ ଭାଙ୍ଗିଲା ଟ୍ରାଫିକ ପୋଷ୍ଟ, ଛକର ଅଟୋମେଟିକ ସିଗ୍ନାଲ ବ୍ୟାହତ ।

Nuapada, Nuapada | Aug 27, 2025
ଆଜି ନୂଆପଡା ସହରର ଏକତା ଛକରେ ଥିବା ଟ୍ରାପିକ ପୋଷ୍ଟକୁ ଏକ ଟ୍ରକ ସକାଳ ୬ ଟା ସମୟରେ ଧକ୍କା ଦେଇଥିଲା। ଟ୍ରକ ଧକ୍କାରେ ଟ୍ରାଫିକ ପୋଷ୍ଟଟି ଭାଙ୍ଗି ଯାଇଛି ଯାହାଫଳରେ ଛକରେ ଥିବା ଅଟୋମେଟିକ ଟ୍ରାଫିକ କଣ୍ଟ୍ରୋଲ ସିଗ୍ନାଲ ବନ୍ଦ ହୋଇଯାଇଛି। ନୂଆଖାଇ ବଜାର ପାଇଁ ସହର ଚଳଚଞ୍ଚଳ ଥିବା ବେଳେ ଟ୍ରାଫିକ ସିଗ୍ନାଲ କାମ କରୁ ନ ଥୁବାରୁ ଅନେକ ସମସ୍ୟା ଦେଖା ଦେଉଛି।
Read More News
T & CPrivacy PolicyContact Us