Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ବୁର୍ଲା ଭିସୁଟରେ ବିଦ୍ୟୁତ ସଟସର୍କିଟ ଅଳ୍ପକେ ବର୍ତ୍ତିଲେ ଛାତ୍ର ଛାତ୍ରୀ

Sambalpur M, Sambalpur | Sep 11, 2025
ବୁର୍ଲା ଭିସୁଟରେ ବିଦ୍ୟୁତ ସଟସର୍କିଟ ଅଳ୍ପକେ ବର୍ତ୍ତିଲେ ଛାତ୍ର ଛାତ୍ରୀ l ମିଳିଥିବା ସୂଚନା ଅନୁସାରେ ବୁର୍ଲା ଭିସୁଟର କମ୍ପୁଟର ସାନ୍ସ ବାରଣ୍ଡାରେ କୌଣସି କାରଣରୁ ଆଜି ଦିନ ପ୍ରାୟ 1 ଟା ରେ ବିଦ୍ୟୁତ୍ ସଟ ସର୍କିଟ ହୋଇଥିଲା l ଫଳରେ ଅନେକ କିଛି ତାର ପୋଡ଼ି ଯାଇଥିଲା l ସଟ ସର୍କିଟ ଏତେ ଭୟଙ୍କର ଥିଲା ଯେ ତାକୁ ବନ୍ଦ୍ କରିବା ମୁସ୍କିଲ ହୋଇ ପଡ଼ିଥିଲା ତେବେ ଏହି ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ଆଗକୁ ଏଭଳି ଘଟଣା ଯେପରି ନହେବ ସେଥିପାଇଁ କତୃପକ୍ଷ ସଜାଗ ଥିବା କହିଛନ୍ତି l
Read More News
T & CPrivacy PolicyContact Us