Download Now Banner

This browser does not support the video element.

ଖରିଆର: ସିନାପାଲିକୁ ଏନଏସି ଘୋଷଣାରୁ ବଞ୍ଚିତ କରାଯାଇଥିବା ନେଇ ଖଡ଼ିଆଳ ଠାରେ ତିବ୍ର ବିରୋଧ କରିଛନ୍ତି ଖଡ଼ିଆଳ ବିଧାୟକ

Khariar, Nuapada | Aug 31, 2025
ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୧୬ ଟି ନୂଆଁ ଏନ୍ ଏ ସି ଘୋଷଣା କରିଥିବା ବେଳେ ନୂଆପଡ଼ା ଜିଲ୍ଲା ସିନାପାଲିକୁ ବିଚାରକୁ ନେଇ ନାହାନ୍ତି। ଗତ ସରକାର ସମୟରେ ସିନାପାଲିକୁ ଏନଏସି କରାଯିବ ବୋଲି ଘୋଷଣା କରିଥିଲେ। ଏନେଇ ଆଜି ୪ ଟାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ। ସେ କହିଛନ୍ତି ରାଜ୍ୟ ସରକାର ଅଧିକାଂଶ ଏନଏସି ଶାସକ ଦଳ ବିଧାୟକଙ୍କ ଅଞ୍ଚଳକୁ କରାଯାଇଛି ଯାହା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି|
Read More News
T & CPrivacy PolicyContact Us