This browser does not support the video element.
ପଟ୍ଟାଙ୍ଗୀ: ଜିଲ୍ଲାରେ ବଢ଼ୁଛି ଜଳସ୍ତର ଜଲାପୁଟ ଜଳଭଣ୍ଡାର ତିନୋଟି ଗ୍ୟାଟରେ ୧୩ ହଜାର କ୍ୟୁସେକ ଜଳ ନିଷ୍କାସନ
Pottangi, Koraput | Aug 28, 2025
କୋରାପୁଟ ଜିଲ୍ଲାରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଜଳଭଣ୍ଡାରରେ ବଢ଼ିଛି ଜଳସ୍ତର ।ଜଲାପୁଟ ଜଳ ଭଣ୍ଡାରରୁ ତିନୋଟି ଗେଟ୍ ଖୋଲି ୧୩ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଥିବା ଆଜି ସନ୍ଧ୍ୟା ୫ଘଣ୍ଟା ସମୟରେ ଡ଼୍ୟାମ କର୍ତୁପକ୍ଷ ସୂଚନା ଦେଇଛନ୍ତି। ଜଲାପୁଟ ଡ୍ୟାମର ଜଳଧାରଣା କ୍ଷମତା ୨୭୫୦ ଘନଫୁଟ ଥିବା ବେଳେ ଜଳସ୍ତର ୨୭୪୮ ଘନଫୁଟ ଉପରେ ପହଞ୍ଚିଛି ଲଗାତାର ଜଳସ୍ତର ବଢୁଥିବା ସୂଚନା ମିଳିଛି।