Download Now Banner

This browser does not support the video element.

ସୁନ୍ଦରଗଡ ସହର: ସୁନ୍ଦରଗଡ଼ର ଚର୍ଚ୍ଚିତ ଶିଳ୍ପପତି ଅନିଲ ଅଗ୍ରୱାଲ ଓ ତାଙ୍କ ପୁଅ ଅନିରୁଦ୍ଧ ଅଗ୍ରୱାଲଙ୍କ ନାମରେ ଟାଉନ ଥାନାରେ ମାମଲା

Sundargarh Town, Sundargarh | Aug 23, 2025
ଆଜି ଅଗଷ୍ଟ 23 ତାରିଖ ପୂର୍ବାହ୍ନ 11:30 ପାଖାପାଖି ସମୟରେ ଏହି ମାମଲା ସାରା ସୁନ୍ଦରଗଡ଼ ସହରରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଛି। ତେବେ ଏହି ଘଟଣା ଗତକାଲି ସନ୍ଧ୍ୟା 6:15 ପାଖାପାଖି ସମୟରେ ସୁନ୍ଦରଗଡ଼ ପୌରପାଳିକା କାର୍ଯ୍ୟାଳୟର ପରିସରରେ ଥିବା ସହର ଉନ୍ନତି କରଣ କନ ସଲଟାଣ୍ଟଙ୍କ କକ୍ଷ ଓ ନିର୍ବାହୀ ଅଧିକାରୀଙ୍କ କକ୍ଷରେ ଘଟିଥିଲା। ଏକ ବିଲ୍ଡିଂ ଅପ୍ରୋଭାଲ ପାଇଁ ଏହି ଘଟଣା ଉପୁଜିଥିବା ଜଣା ପଡିଛି। ଅନୀଲ ଓ ଅନିରୁଦ୍ଧ ସମ୍ପୃକ୍ତ ମହିଳା ଅଧିକାରୀଙ୍କ ଶ୍ରୀ ହାନି କରିବାର ଧମକ ଦେବା ଓ ପୌର ପାଳିକା ଅଧିକାରୀଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା, ତାଙ୍କୁ ଲାଞ୍ଚୁଆ କହିବା
Read More News
T & CPrivacy PolicyContact Us