Install App
shantanupanda7
This browser does not support the video element.
ବଡସାହି: ବେତନଟୀ ବ୍ଲକସଭାଗୃହରେ ଅପପୁଷ୍ଟି ମୁକ୍ତ ପଞ୍ଚାୟତ ଗଠନ ପାଇଁ ବ୍ଲକସ୍ତରୀୟ କର୍ମଶାଳା ଆୟୋଜିତ, ଯୋଗଦେଲେ ଶତାଧିକ କର୍ମଚାରୀ ଓ ମହିଳା
Barsahi, Mayurbhanj | Aug 26, 2025
ବେତନଟୀ ବ୍ଲକ ସଭାଗୃହରେ ଆୟୋଜିତ ଅପପୁଷ୍ଟି ମୁକ୍ତ ପଞ୍ଚାୟତ ଗଠନ ସମ୍ପର୍କୀତ ବ୍ଲକସ୍ତରୀୟ କର୍ମଶାଳା ମଙ୍ଗଳବାର ଅପରାହ୍ନ ଚାରିଟାରେ ଉଦଯାପିତ ହୋଇଯାଇଛି l ବେତନଟୀ ବ୍ଲକ ପେଶା ସଂଯୋଜକ ଜ୍ୟୋତିପ୍ରକାଶ ମହାନ୍ତଙ୍କ ସଂଯୋଜନା ଏବଂ ପରିଚାଳନାରେ ଆୟୋଜିତ ବ୍ଲକସ୍ତରୀୟ କର୍ମଶାଳାରେ ମିଶନଶକ୍ତି, ମହିଳା ଓ ଶିଶୁବିକାଶ ସମେତ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!