This browser does not support the video element.
ତଲସରା: ରାଜଗାଙ୍ଗପୁର ଗୋଷ୍ଠୀ କେନ୍ଦ୍ର ରେ କଂଗ୍ରେସ ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ
Talasara, Sundargarh | Sep 7, 2025
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଗୋଷ୍ଠୀ କେନ୍ଦ୍ର ପ୍ରାଙ୍ଗଣରେ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ପିସିସି ପର୍ଯ୍ୟବେକ୍ଷକ ସଞ୍ଜୟ କପୁର,ଓପିସିସି ପର୍ଯ୍ୟବେକ୍ଷକ ତଥା କେନ୍ଦୁଝର ପୁର୍ବତନ ସାଂସଦ ଶକୁନ୍ତଳା ଲାଗୁରୀ, ରାଜଗାଙ୍ଗପୁର ବିଧାୟକ ଡଃ ସିଏସ ରାଜନ ଏକ୍କା ପ୍ରମୁଖ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଅଂଶଗ୍ରହଣ କରିଥିଲେ।