Download Now Banner

This browser does not support the video element.

ଢେଙ୍କାନାଳ ସଦର: ଗଣେଶ ବଜାରରୁ ଅଚିନ୍ତା ମୃତଦେହର ପରିଚୟ ମିଳିଲା, ପିଟିପିଟି ହତ୍ୟା ଅଭିଯୋଗ କଲେ ସଂପର୍କିୟ

Dhenkanal Sadar, Dhenkanal | Sep 13, 2025
ଢେଙ୍କାନାଳ ଟାଉନ ଥାନା ଗଣେଶ ବଜାର ନିକଟରୁ ଆଜି ସକାଳେ ପୋଲିସ ଏକ ମୃତ ଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେହି ଲୋକଟି ମୋଟଙ୍ଗା ଥାନା ଗଉଡକାଟେଣୀ ଗ୍ରାମର ବେଣୁଧର ସେନାପତି। ଗୁରୁବାର ଦିନ ଅବକାରୀ ବିଭାଗ ପକ୍ଷରୁ ତାଙ୍କୁ ଘରୁ ଉଠାଇ ଆଣିଥିଲେ । ଆଜି ସକାଳୁ ମୃତ ଦେହ ମିଳିଛି। ଏହାକୁ ନେଇ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରି ପ୍ରତିକ୍ରିୟାରେ ଦିନ ୨ଟାରେ ପ୍ରକାଶ କରିଛନ୍ତି। ଟାଉନ ଥାନା ପୋଲିସ ଏହାର ତଦନ୍ତ କରୁଛନ୍ତି।
Read More News
T & CPrivacy PolicyContact Us