Download Now Banner

This browser does not support the video element.

କୋରାପୁଟ ସହର: ଏସପି ଅଫିସ୍ ସମ୍ମୁଖରେ ଦୋକାନ ଭୁଶୁଡ଼ି ମାଲିକ ମୃତ ଘଟଣାରେ ଜିଲ୍ଲା ପ୍ରଶାସନର ସହାୟତା ନେଇ ଘୋଷଣା

Koraput Town, Koraput | Sep 13, 2025
କୋରାପୁଟ ଏସପି କାର୍ଯ୍ୟାଳୟ ସମ୍ମୁଖରେ ଦୋକାନ ଭୁଶୁଡ଼ି ମାଲିକ ମୃତ ଘଟଣାରେ ମୃତକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ଦିଆ ଯାଇଛି ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବାକୁ ଅନୁରୋଧ କରା ଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସନ୍ଧ୍ୟା ୭ଟା ସମୟରେ ସୂଚନା ଦିଆଯାଇଛି
Read More News
T & CPrivacy PolicyContact Us