Download Now Banner

This browser does not support the video element.

କଣ୍ଟାମାଳ: କଣ୍ଟାମାଲ ଥାନାରେ ନୂତନଥାନା ଅଧିକାରି ଙ୍କ ଯୋଗଦାନ

Kantamal, Boudh (Bauda) | Sep 8, 2025
କଣ୍ଟାମାଲ ଥାନାରେ ନୂତନଥାନା ଅଧିକାରି ଙ୍କ ଯୋଗଦାନ ବୌଦ୍ଧ ଜିଲ୍ଲା. ଆରକ୍ଷୀ ଅଧିକ୍ଷକ କିଛି ଦିନ ପୂର୍ବରୁ ଥାନା ଅଧିକାରୀ ସ୍ତରରେ ଅଦଳବଦଳ କରିଥିଲେ ଏବଂ କଣ୍ଟାମାଲ ଥାନାରେ ଥାନା ଅଧିକାରୀ ଥିବା ଭାବନନ୍ଦ ପଧାନ ଙ୍କୁ ବୌଦ୍ଧ ସାଇବର ଥାନା କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ବୌଦ୍ଧ ସଦର ରୁଥାନା ଅଧିକାରୀ ରଂଜିତ ମୁନି ଙ୍କୁ କଣ୍ଟାମାଲ ଥାନା କୁ ବଦଳି କରାଯାଇଥିଲା I ତେବେ ଗତ କାଲି ପଧାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଆଜି ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀ ମୁନି I ଅଂଚଳରେ ନିଶା କାର ଶହ ଲୁଟପାଟ ଉପରେ ନିୟନ୍ତ୍ରଣ କରିବା କହିଥିଲେ I
Read More News
T & CPrivacy PolicyContact Us