Install App
harishbhoi
This browser does not support the video element.
ସୋହେଲା: ସୋହେଲା ଗୋଷ୍ଠିଶିକ୍ଷା କାର୍ଯ୍ୟାଲୟ ସମ୍ବିଲନୀ କକ୍ଷରେ ଆଜି ବ୍ଲକସ୍ତରୀୟ ଶୈକ୍ଷିକ ସମୀକ୍ଷା ବୈଠକ ଅନୁଷ୍ଠିତ, ଯୋଗଦେଲେ ସୋହେଲା ବିଇଓ ଓ ଏବିଇଓ
Sohela, Bargarh (Baragarh) | Sep 4, 2025
ଆଜି ସୋହେଲା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ 11 AM.ରୁ 2 PM ପର୍ଯ୍ୟନ୍ତ ଏକ ବ୍ଲକ ସ୍ତରୀୟ ଶୈକ୍ଷିକ ସମୀକ୍ଷା ବୈଠକ ବିଇଓ ଅମୃତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ବ୍ଳକର ସମସ୍ତ ସି ଆର ସି ସି ମାନେ ଯୋଗ ଦେଇ ଥିଲେ । ଏବିଇଓ ମନୋହର ଉଟୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଲେ ଏବିଇଓ ମୋତିଲାଲ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!