This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଧନୁପାଲି ପୋଲିସ ଦ୍ୱାରା ଭେଡେନରୁ ୩ ଚୋର ଗିରଫ, କରାଗଲା କୋର୍ଟଚାଲାଣ
Sambalpur M, Sambalpur | Sep 8, 2025
ଧନୁପାଲି ପୋଲିସ ଦ୍ୱାରା 3 କୁକ୍ଷାତ ଚୋର ଗିରଫ l ମିଳିଥିବା ସୂଚନା ଅନୁସାରେ ଗତ 6 ତାରିଖ ବିଳମ୍ବିତ ରାତିରେ ଖଲିଆବନ୍ଧ ଗ୍ରାମରୁ ଏକ ଟ୍ରାକ୍ଟର ଚୋରି ହୋଇଥିଲା । ଆଜି ୩ ଜଣ ଚୋରଙ୍କୁ ଗିରଫ କରିବା ସହ ଚୋରି ଟ୍ରାକଟର କୁ ପୋଲିସ ଭେଡେନ ରୁ ଜବତ କରିଥିଲା l ଆଜି ଦିନ 1 ଟା ରେ ଚୋରି ଟ୍ରାକ୍ଟରକୁ ମାଲିକ କୁ ଫେରାଇଥିବା ବେଲେ 3 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି l ଖୁବଶୀଘ୍ର ପୋଲିସ ଚୋର ମାନଙ୍କୁ ଧରିଥିବାରୁ ସମ୍ବଲପୁର ବିଲ୍ଡିଙ୍ଗ ମେଟ୍ରାରିୟାଲ ସପ୍ଲାୟର ଆସୋସିଏନ ପକ୍ଷରୁ ଧନୁପାଲି ଥାନା ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ l