Download Now Banner

This browser does not support the video element.

ଅନୁଗୋଳ: ବଅଁରପାଳ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘର ଭିତରେ ଥିବା ୱାଶିଂ ମେସିନରୁ ସାତ ଫୁଟର ଢମଣା ସାପ ଉଦ୍ଧାର

Anugul, Angul | Aug 24, 2025
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟ ମୁସଲିମ ବସ୍ତି ରେ ଏକ କପଡା ଧୂଆ ୱାସିଂ ମେସିନ୍ ଭିତରୁ ୭ ଫୁଟର ଢମଣା ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ମୁସଲିମ ବସ୍ତି ର ଏମ଼ଡି ନସିମ ନାମକ ଏକେ ବ୍ୟକ୍ତି ର ସ୍ତ୍ରୀ କପଡା ଧୋଇବା ପାଇଁ ମେସିନ୍ ଖୋଲି ଡିଟରଜେଣ୍ଟ ପାଉଡର ପକାଇ କପଡା ଆଣିବାକୁ ଯାଇଥିବା ବେଳେ ଏକ ଢାମଣା ସାପ ପଶି ଯାଇଥିଲା। କପଡା ପକାଇବା କୁ ଆସି ଦେଖିଲା ବେଳକୁ ସାପ୍ ଥିବା ଦେଖି ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ସାପ୍ ଉଦ୍ଧାର କରି ଦଳ ସଭାପତି ତାପସ ରଞ୍ଜନ ସାମଲ କୁ ଯୋଗାଯୋଗ ପରେ ସଦସ୍ୟ ରୋଶନ ସିଂହ ଆସି ଉଦ୍ଧାର କରିଥିଲେ।
Read More News
T & CPrivacy PolicyContact Us