Download Now Banner

This browser does not support the video element.

ବୌଦ୍ଧ ସଦର: ହରଭଙ୍ଗା ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କଲେ ରାଜ୍ୟ ଗଣ ଶିକ୍ଷା ବିଭାଗର ଡେପୁଟି ଡାଇରେକ୍ଟର

Baudh Sadar, Boudh (Bauda) | Sep 5, 2025
ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ ଗଣ ଶିକ୍ଷା ବିଭାଗର ଡେପୁଟି ଡାଇରେକ୍ଟର ଜୟ ଶ୍ରୀ ଦୋରା ହରଭଙ୍ଗା ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ପୁରୁଣା କଟକ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ଯାଳୟ, ଲୁଣିବାହାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିର ନରସିଂହପୁର ସାଧୁ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି | ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି, ଶିକ୍ଷାଦାନ, ମଧ୍ୟlନ୍ହ୍ ଭୋଜନ, ଶୌଚାଳୟ ଓ ଆସିଥିବା ଅନୁଦାନର ବିନିଯୋଗ ସମୀକ୍ଷା କରିଥିଲେ |
Read More News
T & CPrivacy PolicyContact Us