This browser does not support the video element.
କୋରାପୁଟ ସହର: କୋରାପୁଟ ସହରରେ ବିଭିନ୍ନ ମଣ୍ଡପର ଗଣେଶ ବିସର୍ଜନ ଉତ୍ସବ ଆଡ଼ମ୍ବରରେ ଅନୁଷ୍ଠିତ
Koraput Town, Koraput | Aug 31, 2025
କୋରାପୁଟ ସହରରେ ରବିବାର ରାତି ୮ଟା ସମୟରେ ବିଭିନ୍ନ ମଣ୍ଡପର ଗଣେଶ ଆଡ଼ମ୍ବରରେ ବିସର୍ଜନ ଅନୁଷ୍ଠିତ ହୋଇଯାଇଛି। ଆଦିବାସୀ ବାଦ୍ୟର ତାଳେତାଳେ ଝିପିଝିପି ବର୍ଷାରେ ଗଜାନନ କୁ ବିଦାୟୀ ଜଣାଇଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ବିଭିନ୍ନ ମଣ୍ଡପର ବିସର୍ଜନ ସମୟରେ ପୁଲିସ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।