Download Now Banner

This browser does not support the video element.

ସୋରଡା: ସୋରଡ଼ା ଥାନା ଦାରିଙ୍ଗବାଡି ଘାଟିରେ ବିଳମ୍ବିତ ରାତିରେ 6 ନମ୍ବର ବୁଲାଣିରେ ଅଟକିଲା ପେଟ୍ରୋଲ ବୋଝେଇ ଟ୍ରକ, ଯାତାୟାତ ଠପ

Surada, Ganjam | Aug 25, 2025
ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଦାରିଙ୍ଗବାଡି ଘାଟିରେ ବିଳମ୍ବିତ ରାତିରେ 6 ନମ୍ବର ବୁଲାଣିରେ ଅଟକିଲା ଟ୍ରକ୍ ,ଯାତାୟାତ ଠପ୍ । ସୂଚନା ମୁତାବକ ପେଟ୍ରୋଲ,ଡିଜେଲ ବୋଝେଇ ଟାଙ୍କର ଟ୍ରକ୍ ଟି ବ୍ରହ୍ମପୁର ରୁ ସୋରଡ଼ା ହୋଇ ଦାରିଙ୍ଗବାଡି ଯାଇଥିଲା । ଦାରିଙ୍ଗବାଡି ରୁ ପେଟ୍ରୋଲ , ଡିଜେଲ ଖାଲି କରି ବିଳମ୍ବିତ ରାତିରେ ଫେରୁ ଥିବା ବେଳେ ଘାଟିର 6 ନମ୍ବର ବୁଲାଣିରେ ଟ୍ରକ୍ ଟି ବୁଲି ନପାରି ଅଟକି ଯାଇଥିଲା ଯାହା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ସୂଚନା ଦେବାପରେ ଘଟଣା ସ୍ଥଳରେ ସୋରଡ଼ା ପୋଲିସ ପହଞ୍ଚିଥିଲା । ବହୁ ସମୟ ଚେଷ୍ଟା ପରେ ସକାଳ ୬. ୩୦ ଯାତାୟାତ ସ୍ୱାଭିବିକ ହୋଇଛି
Read More News
T & CPrivacy PolicyContact Us