Download Now Banner

This browser does not support the video element.

ଫୁଲବାଣୀ ସହର: ଖଜୁରୀପଡା ବ୍ଲକ ର ସାଂସଦ ପ୍ରତିନିଧି ଭାବରେ ଦାୟିତ୍ୱ ନେଲେ ମନୋଜ କୁମାର ପଣ୍ଡା

Phulabani Town, Kandhamal | Nov 1, 2024
ଆଜି ତାରିଖ 1/11/2024 ସମୟ ସକାଳ ଦଶଟା। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଖଜୁରୀପଡା ବ୍ଲକ ସାଂସଦ ପ୍ରତିନିଧି ଭାବରେ ଦାୟିତ୍ୱ ଦେଇଛନ୍ତି। ଶ୍ରୀଯୁକ୍ତ ପଣ୍ଡା ଏହି ଦାୟିତ୍ୱ ପାଇବା ପରେ ସାଂସଦ ଶ୍ରୀଯୁକ୍ତ ପାଣିଗ୍ରାହୀ ଏବଂ ରାଜ୍ୟ ସଭାପତି, ଜିଲ୍ଲା ସଭାପତି, ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶୁଭେଚ୍ଛା ଜଣେଇଛନ୍ତି।
Read More News
T & CPrivacy PolicyContact Us