Download Now Banner

This browser does not support the video element.

କେନ୍ଦ୍ରାପଡା: ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ନିଜସ୍ୱ କାର୍ଯ୍ୟlଳୟରେ ନାଗରିକ ମାନଙ୍କ ସହ ଆଲୋଚନା କଲେ ସ୍ଥାନୀୟ ବିଧାୟକ

Kendrapara, Kendrapara | Aug 24, 2025
ମହାକାଳପଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରୁ ଆସିଥିବା ଗୁରୁଜନ ଓ କାର୍ଯ୍ୟକର୍ତ୍ତାମାନଙ୍କ ସହିତ କାର୍ଯ୍ୟାଳୟ ଠାରେ ସାକ୍ଷାତ କରିବା ସହ ସେମାନଙ୍କ ସହିତ ନୂତନ ଭାବେ କାର୍ଯ୍ୟକାରୀ ହେଉଥିବା ଉନ୍ନତିମୂଳକ ପ୍ରକଳ୍ପ ତଥା ଅଞ୍ଚଳର ବିଭିନ୍ନ ସମସ୍ୟା ଗୁଡ଼ିକ ବିଷୟରେ ଆଲୋଚନା କଲେ ମହାକାଳପଡା ବିଧାୟକ l
Read More News
T & CPrivacy PolicyContact Us