Download Now Banner

This browser does not support the video element.

ଆଠମଲ୍ଲିକ: ଜରପଡା ଠାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ

Athmallik, Angul | Apr 6, 2024
ଶୁକ୍ରବାର ଅପରାହ୍ନ ଚାରିଟା ସମୟରେ ଅନୁଗୋଳ ଜିଲ୍ଲା ଜରପଡା ସ୍ଥିତ ଏକ ହୋଟେଲରେ ଆଠମଲ୍ଲିକ ବିଜେପି ପକ୍ଷରୁ ଆୟୋଜିତ ଏକ ବିଶାଳ ମିଶ୍ରଣ ପର୍ବରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ବିଜେଡ଼ି ଦଳ ପରିତ୍ୟାଗ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପି ଦଳରେ ଯୋଗଦାନ କରିଥିବା ଜଣାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଆଠମଲ୍ଲିକ ବ୍ଲକ ବିଜେଡ଼ି ସଭାପତି ବୃନ୍ଦାବନ ସାହୁଙ୍କ ସହିତ ବହୁ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟଙ୍କ ସହିତ ବହୁ ଦଳୀୟ କର୍ମୀ ସାମିଲ୍ ହୋଇଥିଲେ।
Read More News
T & CPrivacy PolicyContact Us