Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ତରାଗୋ ଠାରେ ପାରମ୍ପାରିକ ଆଦିବାସୀ ନୃତ୍ୟ ରେ ପ୍ରଭୂ ଗଣେଷ ଙ୍କ ଭସାଣୀ ଶୋଭାଯାତ୍ରା ଅନୁଷ୍ଠିତ

Bhadrak Rural, Bhadrak | Sep 2, 2025
ପ୍ରଭୂ ଗଣେଷ ଙ୍କ ଭସାଣୀ ଯାତ୍ରା ଅନୁଷ୍ଠିତ।ପାରମ୍ପରିକ ଆଦିବାସୀ ନୃତ୍ୟ ପ୍ରଭୁ ଗଣେଶ ଙ୍କ ଭସାଣି ଉତ୍ସବ ଆଜି ଅନୁଷ୍ଠିତ ହେଉଛି। ଆଜି ସଂଧ୍ୟାରେ ତରାଗୋ ଠାରେ ଏହି ଦୃଷ୍ୟ ଦେଖା ଯାଇଛି । ତେବେ ଆଜି ପ୍ରଭୁ ଗଣେଷ ଙ୍କ ଭସାଣୀ ଯାତ୍ରା ରେ ସହ ସହ ଭକ୍ତ ଯୋଗଦେଇଥିବା ବେଳେ ପ୍ରଭୁ ଗଣେଷ ଙ୍କୁ ଗ୍ରାମ ପରିକ୍ରମା କରାଇଛନ୍ତି ଭକ୍ତ ମାନେ । ତେବେ ଏହି ଭଷାଣୀ ଉତ୍ସବ ରେ ଆଦିବାସୀ ନୃତ୍ୟ ମନ ମୋହିଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us