This browser does not support the video element.
ଲାଞ୍ଜିଗଡ: ମଙ୍ଗଳା ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଟ୍ରକ ଦୁର୍ଘଟଣା।
Lanjigarh, Kalahandi | Sep 10, 2025
ଭବାନୀପାଟଣା ଓ ରାୟଗଡ଼ା କୁ ସଂଯୋଗ କରୁ ଥିବା ଛଅ ନମ୍ବର ରାଜ୍ୟ ରାଜପଥ ସ୍ଥିତ ମଙ୍ଗଳା ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଏକ ମାଲ ବୋଝେଇ ଟ୍ରକ ଦୁର୍ଘଟଣା ଶିକାର ହୋଇଥିବା ଦେଖିବାକୁ ମିଳିଛି।ରାଉଲକେଲା ଠାରୁ ବିଶାଖାପାଟଣା ଯିବା ସମୟରେ ଟ୍ରକ ଟି ମଙ୍ଗଳା ମନ୍ଦିର ଘାଟି ଚଢୁଥିବା ବେଳେ ଟ୍ରକ ଟି ଉପରକୁ ଚଢି ନ ପାରି ପଛକୁ ଫେରି ଆସିଥିଲା ଯାହାଫଳରେ ଗଛ ରେ ପିଟି ହୋଇ ଦୁର୍ଘଟଣା ଶିକାର ହୋଇଥିବା ଆଜି ବୁଧବାର ଅପରାହ୍ନ ଚାରିଟା ଘଣ୍ଟା ସମୟରେ ସୁଚନା ମିଳିଛି।