Download Now Banner

This browser does not support the video element.

ଖରିଆର: ଖଡ଼ିଆଳ କ୍ଷତ୍ରିୟ ସମାଜ ଭବନ ଠାରେ ବିଶ୍ଵକର୍ମା ଟ୍ରଷ୍ଟର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Khariar, Nuapada | Sep 6, 2025
ଖଡ଼ିଆଳ ସ୍ଥିତ କ୍ଷତ୍ରିୟ ସମାଜ ଭବନ ଠାରେ ବିଶ୍ଵକର୍ମା ଟ୍ରଷ୍ଟର ପ୍ରସ୍ତୁତି ବୈଠକ ସଭାପତି ମେଜର ଡ.ରାମଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ୫ ଟା ଯାଏଁ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵକର୍ମା ପୂଜା ଉପରେ ବିଶଦ ଆଲୋଚନା ହୋଇଥିଲା।ଆଇପିଓ ଆନନ୍ଦ ବେହେରା, ଅବସରପ୍ରାପ୍ତ ସବ ଇନ୍ସପେକ୍ଟର ଅଶୋକ କୁମାର ରାଉତ, ଅଶୋକ କୁମାର ବାରିକ, ଅବସରପ୍ରାପ୍ତ ନେଭି ଅଧିକାରୀ ଅର୍ଜୁନ ସିଂ ଦାଲପତି, ଉପେନ୍ଦ୍ର ପାଣିଗ୍ରାହୀ, ରାମଲାଲ ସିଂ, ପ୍ରସଶ୍ନ ବିଶି, ଗୁପ୍ତେଶ୍ୱର ବାରିକ, ଶଙ୍କର ପଟେଲ, ଲୋକନାଥ ପଟେଲ, ଜଗନ୍ନାଥ ନାୟକ, ପରମେଶ୍ବର ବାରିକ, ଶ୍ରୀବତ୍ସ ବାରିକ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us