Install App
newsjajpur9124
This browser does not support the video element.
ବିଞ୍ଝାରପୁର: ବିଂଝାରପୁର ଏନ.ଏ.ସି ମାନ୍ୟତା ଦାବିରେ ବିଜେଡ଼ି ପକ୍ଷରୁ ବିଂଝାରପୁର ତହସିଲ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ପ୍ରତିବାଦ
Binjharpur, Jajpur | Sep 10, 2025
ବିଂଝାରପୁର ଏନ.ଏ.ସି ମାନ୍ୟତା ଦାବିରେ ବିଜେଡ଼ି ପକ୍ଷରୁ ବିଂଝାରପୁର ତହସିଲ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଜେଡ଼ିର ବହୁ ନେତା କର୍ମୀ, ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ସାମିଲ ହୋଇଥିଲେ। ରାଜ୍ୟ ବିଜେପି ସରକାରଙ୍କ ବିଂଝାରପୁର ପ୍ରତି ଟାଳଟୁଳ ନୀତି ଓ ପ୍ରତାରଣା କୁ ସମସ୍ତେ ଦୃଢ଼ ନିନ୍ଦା କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!