Download Now Banner

This browser does not support the video element.

ନୟାଗଡ: ନୂଆ ବସ ଷ୍ଟାଣ୍ଡ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ମୃତ

Nayagarh, Nayagarh | Aug 26, 2025
ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ। ସୂଚନା ମୁତାବକ ଆଜି ଅପରାହ୍ନ ୨ ଟା ସମୟରେ ନୟାଗଡ଼ ନୂଆ ବସ୍ ଷ୍ଟାଣ୍ଡ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ ଘଟିଥିବା ସୂଚନା ମିଳିଛି। ତେବେ ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିବା ସହ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ପଠାଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us