This browser does not support the video element.
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ସୋଡାମାଲ ପଞ୍ଚାୟତ ଗସ୍ତ କଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ
Jharsuguda, Jharsuguda | Sep 9, 2025
ଝାରସୁଗୁଡା ଜିଲ୍ଲା ସୋଡାମାଲ ପଞ୍ଚାୟତ ଗସ୍ତ କଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ l ଆଜି ଅପରାହ୍ନ ପ୍ରାୟ ୨ ଟା ୩୦ ରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ସୋଡ଼ାମାଳ ପଂଚାୟତ ଗସ୍ତ କରି ବୈଦେହି ସାହୁଙ୍କ ଶ୍ରଦ୍ଧାଞ୍ଚଳି ସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି l ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି ଏବଂ ସ୍ବର୍ଗତ ବୈଦେହି ସାହୁ ଙ୍କ ଆମର ଆତ୍ମା ର ସଦଗତି କାମନା କରିଛନ୍ତି l ଏହାସହ ସ୍ଥାନୀୟ ଅଂଚଳବାସୀ ଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି l