This browser does not support the video element.
କଣ୍ଟାମାଳ: କଣ୍ଟାମାଳ ଥାନାରେ ନୂତନ ଆଇଆଇସି ରଂଜିତ ମୁନୀଙ୍କ କାର୍ଯ୍ୟଭାର ଗ୍ରହଣ
Kantamal, Boudh (Bauda) | Sep 8, 2025
ସୋମବାର ଦିନ କଣ୍ଟାମାଳ ଥାନାରେ ନୂତନ ଆଇଆଇସି ରଂଜିତ ମୁନୀ କାର୍ଯ୍ୟଭାର ଗ୍ରହଣ କରିଛନ୍ତି | ବୌଦ୍ଧ ଆଦର୍ଶ ଥାନାରେ ଆଇଆଇସି ଭାବରେ କାର୍ଯ୍ୟ କରୁଥିବା ଶ୍ରୀ ମୁନୀଙ୍କୁ କଣ୍ଟାମାଳ ଥାନାକୁ ବଦଳି ହେବା ପରେ ଆଜି କାର୍ଯ୍ୟରେ ଯୋଗ ଦାନ କରିଥିବା ସୂଚନା ମିଳିଛି l କଣ୍ଟାମାଳ ଥାନାରେ ଆଇଆଇସି ଥିବା ଭାବାନନ୍ଦ ପ୍ରଧାନଙ୍କ ଠାରୁ ଶ୍ରୀ ମୁନୀ କାର୍ଯ୍ୟଭାର ଗ୍ରହଣ କରିଥିଲେ | ଶ୍ରୀ ମୁନୀ ଦୀର୍ଘ 2 ବର୍ଷ ଧରି ଜିଲ୍ଲାର ପୁରୁଣା କଟକ ଓ ବୌଦ୍ଧ ଆଦର୍ଶ ଥାନାରେ ସଫଳତାର ସହ କାର୍ଯ୍ୟ କରିଥିଲେ |