Download Now Banner

This browser does not support the video element.

ଚୌଦ୍ବାର: ଚୌଦ୍ୱାର ମୁଣ୍ଡାସାହି ଗାଁରେ ଅଭାବନୀୟ ଘଟଣା; ୬ ମାସର ଶିଶୁକୁ ମାରି ପୋତିଦେଲେ ବାପା ଓ ମାଆ

Choudwar, Cuttack | Nov 19, 2024
ସକାଳେ ଏକ ଅଭାବନୀୟ ଘଟଣା କଟକ ଚୌଦ୍ୱାର ଅଞ୍ଚଳରେ ଘଟିଛି। ୬ମାସର ଶିଶୁ ପୁତ୍ର କୁ ମାରି ପୋତିଦେଲେ ବାପା ମାଆ। ଚୌଦ୍ୱାର ମୁଣ୍ଡା ସାହି ଗାଁରେ ଏହି ଘଟଣା ଘଟିଛି। ଶିଶୁ ପୁତ୍ର କୁ ପୋତିବା ବେଳେ ସ୍ଥାନୀୟ ଅଞ୍ଚଳର ଯୁବକ ଦେଖି ପୋଲିସ କୁ ଖବର ଦେଇଥିଲେ। ପରେ ପୋଲିସ ପହଂଚି ଶିଶୁ ମୃତଦେହ ଉଦ୍ଧାର କରି ପୋଷ୍ଟ ବୋଟମ ପାଇଁ ପଠାଇଛି।
Read More News
T & CPrivacy PolicyContact Us