Download Now Banner

This browser does not support the video element.

କାମାକ୍ଷାନଗର: ଅର୍ଣ୍ଣପୂର୍ଣ୍ଣାପୁର ଖମାର (କ ) ମୌଜାରେ ଜମି ଜାଲିଆତିକୁ ନେଇ ମଙ୍ଗଳବାର ୩ଟାରେ କାମାକ୍ଷାନଗର ଠାରେ ଉପଜିଲ୍ଲାପାଳଙ୍କୁ କଲେ ଅଭିଯୋଗ

Kamakshyanagar, Dhenkanal | Sep 2, 2025
ଅର୍ଣ୍ଣପୂର୍ଣ୍ଣାପୁର ଖମାର (କ ) ମୌଜାରେ ଜମି ଜାଲିଆତିକୁ ନେଇ ମଙ୍ଗଳବାର ୩ଟାରେ କାମାକ୍ଷାନଗର ଠାରେ ଉପଜିଲ୍ଲାପାଳଙ୍କୁ କଲେ ଅଭିଯୋଗ ।କାମାକ୍ଷାନଗର ତହସିଲ ଅର୍ଣ୍ଣପୂର୍ଣ୍ଣାପୁର ଖମାର (କ ) ମୌଜାରେ ଏହି ଲୋକ ମାନଙ୍କ ଜମି ହୋଇଛି ଜାଳିଅତି l କିନ୍ତୁ ଏବେ କିଛି ଅସାଧୁ କର୍ମଚାରୀ ଙ୍କ ସଲାସୁତୁରା ମଧ୍ୟରେ ସେହି ଜାଗା କୁ ମାଲିକାନା ରେ ଥିବା କିଛି ବ୍ୟକ୍ତି ଅନ୍ୟ ଜମି ମାଲିକାନା ଥିବା ବ୍ୟକ୍ତି ମାନଙ୍କ ଅଜାଣତ ରେ ଅନ୍ୟମାନଙ୍କୁ କୁ ବିକ୍ରି କରିବା ପାଇଁ ଉଦ୍ୟମ କରୁଛନ୍ତି lମଙ୍ଗଳବାର କମାକ୍ଷାନଗର ଉପଜିଲ୍ଲାପାଳ ଦିନମଣି ନାଏକଙ୍କୁ ଲୋକମାନେ କରିଛନ୍ତି ଅଭିଯୋଗ ।
Read More News
T & CPrivacy PolicyContact Us