This browser does not support the video element.
ଖରିଆର: ବୋଡ଼େନ ଠାରେ ବେନିୟମ ଫୋଟକା ଜବତ, ଜରିମାନା ଆଦାୟ ନେଇ ଏସପିଙ୍କ ସୂଚନା
Khariar, Nuapada | Sep 27, 2025
ବୋଡ଼େନ ଠାରେ ବେନିୟମ ଫୋଟକା ଜବତ କରାଯାଇଥିବା ନେଇ ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ଅମୃତପାଲ ସିଂହ ଆଜି ୧ ଟାରେ ସମୟରେ ସୂଚନା ଦେଇଛନ୍ତି। ଆଜି ସହରର ବିଭିନ୍ନ ସ୍ଥାନରେ ଚଢାଉ ପରେ ବିପୁଳ ପରିମାଣରେ ବେନିୟମ ଫୋଟକା ଜବତ କରାଯାଇଥିବା ସୂଚନା ଦେଇଛନ୍ତି। ଏନେଇ କେସ ନଂ ୨୧୭ରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ସୂଚନା ମିଳିଛି