Download Now Banner

This browser does not support the video element.

ତଲସରା: କୁତ୍ରା ବଜାର ପଡ଼ା ଗଣେଶ ପୂଜା ବିସର୍ଜନ ଶୋଭାଯାତ୍ରା ମହାସମାରୋହରେ ଅନୁଷ୍ଠିତ

Talasara, Sundargarh | Sep 1, 2025
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବଜାର ପଡ଼ା ଠାରେ ଅନୁଷ୍ଠିତ ହେଉଥିବା ଗଣେଶ ପୂଜାର ଆଜି ବିସର୍ଜନ ଶୋଭାଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି। ଏହି ଶୋଭାଯାତ୍ରା ବଜାର ପଡ଼ା ଠାରୁ ବାହାରି ବସଷ୍ଟାଣ୍ଡ ଦେଇ କୁତ୍ରା ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରା ରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଗ୍ରାମବାସୀମାନେ ଅଂଶଗ୍ରହଣ କରିଥିଲେ।
Read More News
T & CPrivacy PolicyContact Us