Download Now Banner

This browser does not support the video element.

ଚମ୍ପୁଆ: ହାତୀ ଆକ୍ରମଣରେ ବନେଇକଳା ବସ୍ତିର ଜଣେ ଗୁରୁତର

Champua, Kendujhar | Sep 5, 2025
ବଡବିଲ ରେଞ୍ଜ ଅଧିନସ୍ଥ ବନେଇକଳା ବସ୍ତି ନିକଟସ୍ଥ ଜଙ୍ଗଲରେ ଛେଳି ଚରାଇବାକୁ ଯାଇଥିବା କରଣ ନାଏକ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ସାଙ୍ଗରେ ଯାଇଥିବା ଲୋକ ଉଦ୍ଧାର କରି ଯୋଡା ମେଡିକାଲକୁ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରା ଯାଇଛି।
Read More News
T & CPrivacy PolicyContact Us