Download Now Banner

This browser does not support the video element.

ପୋଲସରା: କଳମ୍ବ ଗ୍ରାମର ନରେନ୍ଦ୍ର ସାହୁ ନୋଖୋଜ ର ତିନିଦିନ ପରେବି ପତା ପାଉନି ପୋଲିସ, ଫେରିବା ବାଟକୁ ଅନାଇ ବସିଛନ୍ତି ଆମ୍ପର୍କୀୟ ଏବଂ ଅଞ୍ଚଳବାସୀ

Polasara, Ganjam | Aug 26, 2025
କେହୁଠି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ କଳମ୍ବ ଗ୍ରାମର ୟୁଟୁବର ନରେନ୍ଦ୍ର ସାହୁ l ଗତ ରବିବାର ଦିନ ନିଜ ୟୁଟୁବ ଚେନେଲ ଡିସି ରାଇଡ଼ର ପ୍ରୋ ପାଇଁ ବ୍ଲଗ ନିର୍ମାଣ ଲାଗି ତିନି ସାଙ୍ଗ ଙ୍କ ସହ ସେ ଜରଡ଼ା ଥାନା ଅନ୍ତର୍ଗତ ବାରାହା ପଥର ପିକନିକ୍ ସ୍ପଷ୍ଟ କୁ ଯାଇ ଆଉ ଫେରିନଥିଲେ l ନିଖୋଜ ହେବାର ଆଜିକୁ ତନିଦିନ ବିତିଯାଇଥିଲେ ମଧ୍ୟ ତାଙ୍କର କୌଣସି ଖୋଜ ଖବର ମିଳିପାରୁନାହିଁ l ତେବେ ନରେନ୍ଦ୍ର ଏବେ କେହୁଠି ତାହାକୁ ନେଇ ଉଠିଛି ପ୍ରଶ୍ନ l
Read More News
T & CPrivacy PolicyContact Us