Download Now Banner

This browser does not support the video element.

ରାୟଗଡା: କାଶୀପୁର ବ୍ଳକ ଅନ୍ତର୍ଗତ ଡୁଡୁକାବାହାଲ ଗ୍ରାମପଞ୍ଚାୟତ ସଦରରେ ପାଣି ପାଇଁ ରାସ୍ତା ରୋକ, କାଶୀପୁର -ଟିକିରି ଯାତାୟାତ ବନ୍ଦ

Rayagada, Rayagada | Sep 13, 2025
କାଶୀପୁର ବ୍ଳକ ଅନ୍ତର୍ଗତ ଡୁଡୁକାବାହାଲ ଗ୍ରାମପଞ୍ଚାୟତ ସଦର ରେ ପାଣି ପାଇଁ ରାସ୍ତା ରୋକ କଲେ ମହିଳା। ଶନିବାର ପୂର୍ବାହ୍ନରେ ଏଭଳି ଘଟଣା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us