This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉତ୍ସର୍ଗ ର 41ତମ ବାର୍ଷିକ ଉତ୍ସବ ତପସ୍ୱିନୀ ପ୍ରେଖ୍ୟାଳୟ ଠାରେ ଅନୁଷ୍ଠିତ
Sambalpur M, Sambalpur | Sep 9, 2025
ସମ୍ବଲପୁର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉତ୍ସର୍ଗ ର 41ତମ ବାର୍ଷିକ ଉତ୍ସବ ଆଜି ସନ୍ଧ୍ୟା 6.30 ସମୟରେ ତପସ୍ୱିନୀ ପ୍ରେଖ୍ୟାଳୟ ଠାରେ ପାଳିତ ହୋଇଯାଇଛି l 41 ତମ ବାର୍ଷିକ ଉତ୍ସବ କୁ ଅନୁଷ୍ଠାନ ର ପ୍ରତିଷ୍ଠିତ ସଭ୍ୟ ସ୍ୱର୍ଗତ ସରୋଜ ଦାସ ଙ୍କୁ ଉତ୍ସର୍ଗ କରାଯାଇଥିଲା l ଅନୁଷ୍ଠାନ ର ସଂଯୋଜକ ପ୍ରଶାନ୍ତ ପାଟଯୋଶୀ ଙ୍କର ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ସମ୍ବଲପୁର ବିଧାୟକ ଜୟ ନାରୟଣ ମିଶ୍ର, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଡି.ଏମ.ଇ.ଟି. ର ଅତିରିକ୍ତ ନିର୍ଦେଶକ ଡାକ୍ତର ଉମାକାନ୍ତ ଶତପଥି ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ