Download Now Banner

This browser does not support the video element.

ପୋଲସରା: ତାକରଡ଼ା,ଭଗବାନପୁର,ପାଙ୍ଗିଡ଼ି ପଞ୍ଚାୟତ ଗ୍ରସ୍ତ କରି ଉନ୍ନୟନ ମୂଳକ କାର୍ଯ୍ୟ ଦେଖିଲେ ଓଡିଶା ପ୍ରଶାସନିକ ସେବା ପ୍ରଶିକ୍ଷାର୍ଥୀ

Polasara, Ganjam | Aug 26, 2025
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ତାକରଡ଼ା,ଭଗବାନପୁର,ପାଙ୍ଗିଡ଼ି ପଞ୍ଚାୟତ ର ବିଭିନ୍ନ ଗ୍ରାମ ଗ୍ରସ୍ତ କରି ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଲେ ଓଡିଶା ପ୍ରଶାସନିକ ସେବା ପ୍ରଶିକ୍ଷାର୍ଥୀ l ଭଗବାନପୁର ପଞ୍ଚାୟତଠାରେ ସାଧାରଣ ବଣ୍ଟନ ବ୍ୟବସ୍ଥା, ତାକରଡ଼ା ପଞ୍ଚାୟତ ଅଧୀନସ୍ଥ ଶୁଳିଆପଲ୍ଲୀ ଗ୍ରାମବାସୀଙ୍କ ସହ ସମସ୍ତ ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ସୁଫଳ ବିଷୟରେ ଆଲୋଚନା କରିଥିଲେ। ସେହିଭଳି ପାଙ୍ଗିଡ଼ି ପଞ୍ଚାୟତ ଅଧୀନସ୍ଥ ପଂକଳସାହି ବିଦ୍ୟାଳୟ ଓ ଅଙ୍ଗନୱାଡିକେନ୍ଦ୍ର ବୁଲି ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସହ ସମସ୍ତ ବିଷୟରେ ଆଲୋଚନା କରିଛନ୍ତି l
Read More News
T & CPrivacy PolicyContact Us