Download Now Banner

This browser does not support the video element.

ତଲସରା: ୪ ବର୍ଷ ହେଲା ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାମୁଣ୍ଡା ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିକ୍ରିୟା ରଖିଲେ ଜିଲ୍ଲା ପରିଷଦ ସଭ୍ୟ ଓ ପୁର୍ବତନ ବ୍ଳକ ଅଧ୍ୟକ୍ଷା

Talasara, Sundargarh | Sep 9, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ଫୁଲବାରି ଗ୍ରାମ ପଞ୍ଚାୟତର ଛାମୁଣ୍ଡା ଗ୍ରାମରେ ଗତ ୪ ବର୍ଷ ତଳେ ଆରମ୍ଭ ହୋଇଥିବା ଅଙ୍ଗନବାଡି କେନ୍ଦ୍ର ଆଜି ପଯ୍ୟନ୍ତ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଥିବା ଯୋଗୁଁ ସ୍ଥାନୀୟ କେନ୍ଦ୍ର ର କୁନିକୁନି ପିଲାମାନେ ନାହଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ପ୍ରଶାସନ ଏହି ଘଟଣା କୁ ଗୁରୁତ୍ଵର ସହ ନେଉନଥିବା ଯୋଗୁଁ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଅମୀୟ କୁମାର ପ୍ରଧାନ ବଡ଼ଗାଁ ବ୍ଳକ ର ପୁର୍ବତନ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ମିଞ୍ଜ ଅସନ୍ତୋଷ ପ୍ରକାଶ କରିଛନ୍ତି।
Read More News
T & CPrivacy PolicyContact Us