Download Now Banner

This browser does not support the video element.

ଓରିଏଣ୍ଟ: ଲଇକେରା ବ୍ଲକ ଅନ୍ତର୍ଗତ କେବିଜେ ହାଇସ୍କୁଲ ଏବଂ କିର୍ମିରା ବ୍ଲକର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ

Orient, Jharsuguda | Aug 25, 2025
ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ କେବିଜେ ହାଇସ୍କୁଲ ଏବଂ କିର୍ମିରା ବ୍ଲକର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ l ଆଜି ପୂର୍ବାହ୍ନ ୧୧ ଟା ୩୦ ରୁ ୧ ଟା ୩୦ ମଧ୍ୟରେ ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଉଭୟ ବିଦ୍ୟାଳୟ କୁ ଗସ୍ତ କରି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ଶିକ୍ଷାନୁଷ୍ଠାନର ପରିବେଶ ସ୍ଵଛ ରଖିବାକୁ ଶିକ୍ଷକ ଶିକ୍ଷୟତ୍ରୀ ମାନଂକୁ ନିର୍ଦେଶ ଦେଇଛନ୍ତି l
Read More News
T & CPrivacy PolicyContact Us