Download Now Banner

This browser does not support the video element.

କାମାକ୍ଷାନଗର: ବାଙ୍ଗୁରା ଗାଁରେ କୁକୁଡ଼ା ଚାରିବାକୁ ନେଇ ମାଡ଼ପିଟ ୩ଜଣ ଗୁରୁତର ରବିବାର ୮ଟାରେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି

Kamakshyanagar, Dhenkanal | Sep 7, 2025
ବାଙ୍ଗୁରା ଗାଁରେ କୁକୁଡ଼ା ଚାରିବାକୁ ନେଇ ମାଡ଼ପିଟ ୩ଜଣ ଗୁରୁତର ରବିବାର ୮ଟାରେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି ।ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଙ୍ଗୁରା ଗାଁରେ ରବିବାର କୁକୁଡ଼ା ଚାରିବାକୁ ନେଇ ସମ୍ପର୍କୀୟ ଭାଇ ଭାଇ ଘର ମଧ୍ୟରେ ମାଡ଼ପିଟ ଯାହାଫଳରେ ଉଭୟ ଘରୁ ୩ଜଣ ଗୁରୁତର ହୋଇ କମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ଏଠାରେ ଚିକିତ୍ସା ଜାରି ରହିଛି ।
Read More News
T & CPrivacy PolicyContact Us