This browser does not support the video element.
ଧରାକୋଟ: ଓଳମ୍ବା ପଞ୍ଚାୟତରେ ଜନ ଶୁଣାଣି କାର୍ଯକ୍ରମ
Dharakote, Ganjam | Sep 1, 2025
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ତୃତିୟ ଜନ ଶୁଣାଣି କାର୍ଯ୍ୟକ୍ରମ ଓଳମ୍ବା ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ରେ ତହସିଲଦାର ଲମ୍ବୋଦର ମାରାଣ୍ଡି,ଭାରପ୍ରାପ୍ତ ବିଡ଼ିଓ ସୁଶୀଲ ପଟ୍ଟନାୟକ, ସରପଞ୍ଚ ସୁଧାକର ସ୍ବାଇଁ, , ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ଗୌଡ଼,ଯୋଗାଣ ଅଧିକାରୀ ସଂଜୟ ମଲ୍ଲିକ, ,ଆର ଡବ୍ଲୁ ଏସ ଏସ ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ,ବି ଏସ ଏସ ଓ ସଚିନ୍ ପାତ୍ର, ଡଃ ସଚିଦାନନ୍ଦ ବିଷୋୟୀ, ଡ ଶଙ୍କର ନାରାୟଣ ବେହେରା,ଏବିଓ ବିଭୂତି ଭୂଷଣ ପାତ୍ର, ବିଦ୍ୟୁତ ବିଭାଗ ଯନ୍ତ୍ରୀ ତୁଷାର ପାଢ଼ୀ, ବନପାଳ ରାଜୁ ଶବର, ସି ଡି ପି ଓ ପ୍ରମୁଖ ଉପସ୍ଥିତ ଥିଲେ l