Download Now Banner

This browser does not support the video element.

କଣ୍ଟାମାଳ: ଉପଜିଲ୍ଲାପାଳଙ୍କ ଆମ୍ବଝରି ଅନୁସୂଚିତ ଜାତି ଓ ଜନଜାତି ହଷ୍ଟେଲ ପରିଦର୍ଶନ

Kantamal, Boudh (Bauda) | Sep 21, 2025
ଉପଜିଲ୍ଲାପାଳଙ୍କ ଅନୁସୂଚିତ ଜାତି ଓ ଜନଜାତି ହଷ୍ଟେଲ ପରିଦର୍ଶନ ବୌଦ୍ଧ ଉପଜିଲ୍ଲାପାଳ ବିନୟ କୁମାର ଭୋଇ ଆଜି ବୌଦ୍ଧ ଜିଲ୍ଲା ସଦର ବ୍ଲକ ଆମ୍ବଝରୀ ପଂଚାୟତରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜାତି, ଜନଜାତି ହଷ୍ଟେଲ ପରିଦର୍ଶନ କରିଛନ୍ତି | ବୁଥ ପରିଦର୍ଶନରେ ଯାଇ ଉକ୍ତ ହଷ୍ଟେଲରେ ପହଞ୍ଚି ଥିଲେ | ହଷ୍ଟେଲର ବିଭିନ୍ନ ରେଜିଷ୍ଟର ସହ କାଗଜପତ୍ର ସଠିକ ସମୟରେ ଅପଡେଟ କରାଯାଉଛି ନା ନାହିଁ ଯାଞ୍ଚ କରିଥିଲେ | ପାଠ ପଢା ସହ ଅନ୍ୟାନ୍ୟ ସୁବିଧା ଅସୁବିଧା ବାବଦରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ | ପରେ ଉପଜିଲ୍ଲାପାଳ ରୋଷେଇ ଶାଳ ବୁଲି ଦେଖିବା ସହ ନିଜେ
Read More News
T & CPrivacy PolicyContact Us