Download Now Banner

This browser does not support the video element.

ରେଢାଖୋଲ: ହାତୀବାରି ଅଙ୍ଗନବାଡ଼ି କେନ୍ଦ୍ରରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଲୋକାର୍ପିତ

Rairakhol, Sambalpur | Oct 8, 2025
ହାତୀବାରି ଅଙ୍ଗନବାଡ଼ି କେନ୍ଦ୍ରରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଲୋକାର୍ପିତ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ହାତୀବାରି ଅଙ୍ଗନବାଡ଼ି କେନ୍ଦ୍ରରେ ବୁଧବାର ସକାଳେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଲୋକାର୍ପିତ ହୋଇଯାଇଛି ।‌ ମୁଖ୍ୟ ଅତିଥି ଭାବେ ଜୁଜୁମୁରା ଜୋନ ୨ ଜିଲ୍ଲା ପରିଷଦ ସଭ୍ୟ ତଥା ସମ୍ବଲପୁର ଜିଲ୍ଲା ପରିଷଦର ଉପ ସଭାପତି ମାଧବ ମିର୍ଦ୍ଧା ଯୋଗଦେଇ ଲୋକାର୍ପିତ କରି ଥିଲେ ।‌ ଗ୍ରାମବାସୀଙ୍କ ବହୁତ ଦିନ ଧରି ଦାବି ରହିଥିଲା । ତେଣୁ ଆଜି ଅଙ୍ଗନବାଡ଼ି କେନ୍ଦ୍ର ଠାରେ ବିଶୁଦ୍ଧ ପାନୀୟ ଜଳ ର ଲୋକାର୍ପିତ କାରାଯାଇଛି ।
Read More News
T & CPrivacy PolicyContact Us