Download Now Banner

This browser does not support the video element.

ତଲସରା: ବଡ଼ଗାଁ ପିଏମଶ୍ରୀ ହାଇସ୍କୁଲ ପ୍ରାଙ୍ଗଣରେ ସ୍କାଉଟ ଗାଇଡ଼ ୩ୟ ସୋପାନ ଜିଲ୍ଲା ସ୍ତରୀୟ ପରୀକ୍ଷା ଅନୁଷ୍ଠିତ

Talasara, Sundargarh | Aug 22, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ସ୍ଥିତ ସରକାରୀ ପିଏମଶ୍ରୀ ହାଇସ୍କୁଲ ପ୍ରାଙ୍ଗଣରେ ଆଜି ସ୍କାଉଟ ଗାଇଡ଼ ୩ୟ ସୋପାନ ଜିଲ୍ଲା ସ୍ତରୀୟ ସ୍କାଉଟ ଗାଇଡ଼ ପ୍ରାକଟିକାଲ ପରୀକ୍ଷା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ୧୦ ବ୍ଳକର ୧୫୧ ସ୍କୁଲ ର ୫୦୭ ସ୍କାଉଟ ଛାତ୍ର ୪୬୮ ଜଣ ଗାଇଡ ଛାତ୍ରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।୭୮ ଜଣ ସ୍କାଉଟ ମାଷ୍ଟର ୨୩ ଜଣ ଗାଇଡ ଶିକ୍ଷୟିତ୍ରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଆରମ୍ଭ ରେ ପତାକା ଉତ୍ତୋଳନ କରିବା ପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
Read More News
T & CPrivacy PolicyContact Us