Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ଟାଉନ୍ ହଲରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ପ୍ରଭାରୀ ଗଣେଶ ଯାଦବ

Koraput Town, Koraput | Sep 4, 2025
କୋରାପୁଟ ଟାଉନ୍ ହଲରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସୃଜନ ସଂଗଠନ କାର୍ଯ୍ୟକ୍ରମ ନେଇ ଦିନ ୨ଟା ସମୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ଜିଲ୍ଲା ପ୍ରଭାରୀ ଗଣେଶ ଯାଦବ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଆଜି ଠାରୁ ଜିଲ୍ଲା ସଭାପତି ଚୟନ ପକ୍ରିୟା ଆରମ୍ଭ ହୋଇଛି। ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିବେ ଲୋକଙ୍କ ମତ ଅନୁସାରେ ଜିଲ୍ଲା ସଭାପତି ଚୟନ କରାଯିବ।
Read More News
T & CPrivacy PolicyContact Us