Download Now Banner

This browser does not support the video element.

ଚମ୍ପୁଆ: ସରସ୍ଵତୀ ଶିଶୁ ମନ୍ଦିରରେ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ଟାଇକଣ୍ଡ ଓ ଊସୁ ପ୍ରତିଯୋଗିତା ଅନୁଷ୍ଠିତ

Champua, Kendujhar | Sep 10, 2025
ବଡବିଲ ସରସ୍ଵତୀ ଶିଶୁ ମନ୍ଦିରରେ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ଟାଇକଣ୍ଡ ଓ ଊସୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଆଜି ଉଦ୍ଘାଟନୀ ଉତ୍ସବରେ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା କ୍ରୀଡା ଅଧିକାରୀ, ବଡବିଲ ପୌରନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।
Read More News
T & CPrivacy PolicyContact Us