This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଚନ୍ଦ୍ରଶେଖରପୁର ଅଞ୍ଚଳରୁ ନିଖୋଜ ନାବାଳକକୁ କ୍ୟାପିଟାଲ ହସ୍ପିଟାଲ ପଛ ପଟୁ ଉଦ୍ଧାର କଲା କମିସନରେଟ ପୋଲିସ
Bhubaneswar M Corp, Khordha | Sep 7, 2025
ଚନ୍ଦ୍ରଶେଖରପୁର ଅଞ୍ଚଳରୁ ନିଖୋଜ ନାବାଳକଙ୍କୁ କ୍ୟାପିଟାଲ ହସ୍ପିଟାଲ ପଛ ପଟୁ ଉଦ୍ଧାର କଲା କମିସନରେଟ ପୋଲିସ | ଚନ୍ଦ୍ରଶେଖରପୁର ଅଞ୍ଚଳରୁ ନିଖୋଜ ନାବାଳକଙ୍କୁ ଆଜି 3.21ରେ କ୍ୟାପିଟାଲ ହସ୍ପିଟାଲ ପଛ ପଟୁ ଉଦ୍ଧାର କଲା କମିସନରେଟ ପୋଲିସ | ତାଙ୍କ ଦେହରେ କ୍ଷତ ଚି଼ହ୍ନ ଥିବାରୁ ମେଡିକାଲ ରେ ଭର୍ତି କରାଯାଇଛି | ଏହାସହ ପରିବାର ଲୋକଙ୍କୁ ଅବଗତ କରାଇଛି ପୋଲିସ | ପରିବାର ଲୋକ ଙ୍କୁ ପରବର୍ତ୍ତୀ ସମୟରେ ନାବାଳକଙ୍କୁ ହସ୍ତାନ୍ତର କରାଯିବ | କିନ୍ତୁ କାହିଁକି ନାବାଳକ ଜଣଙ୍କ ନିଖୋଜ ହୋଇଥିଲେ ତାଙ୍କ ଉପରେ କଣ ଚାପ ରହିଥିଲା ସେଦିଗକୁ କୁ ଛାନବିନ କରୁଛି ପୋଲିସ |