Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜିଲ୍ଲା ଦେଓଗାଁ ବାସୀ ହେଲେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

Sambalpur M, Sambalpur | Aug 25, 2025
ସମ୍ବଲପୁର ଜିଲ୍ଲା ଦେଓଗାଁ ବାସୀ ହେଲେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ମିଳିଥିବା ସୂଚନା ଅନୁଯାଇ ଦେଓଗାଁ ହାଇସ୍କୁଲ ପାଖରେ ଏକ ପିଚୁ କାରଖାନା ଓ ଇଥାନଲ କରଖାନା ନିର୍ମାଣ ହେଉଛି l ଯାହାକୁ ନେଇ ଗ୍ରାମ ବାସୀମାନେ ବିରୋଧ କରୁଛନ୍ତି l ahi କାର ଖାନା ହେବା ପୂର୍ବରୁ କୌଣସି ପ୍ରକାର ପଲି ସଭା ଓ ଗ୍ରାମ ସଭା ନ କରି କାର୍ଯ୍ୟ ଆରମ୍ଭ ହେଉଛି l ଏହି କମ୍ପାନୀ କୁ ବନ୍ଦ କରାଯାଉ ବୋଲି ଅଂଚଳ ବାସୀ ଆଜି ଦିନ 1ଟାରେ ଅତିରିକ୍ତ ଜିଲ୍ଲା ପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି l
Read More News
T & CPrivacy PolicyContact Us