Install App
ganesh35991
This browser does not support the video element.
କବିସୂର୍ଯ୍ୟନଗର: ବିଶ୍ଵ ଫାର୍ମାସିଷ୍ଟ ଦିବସ ଅବସର ରେ ଭୁବେଶ୍ୱରରେ ସ୍ଥିତ ରେଡ କ୍ରସ୍ ଭବନରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଧାୟକ
Kabisuryanagar, Ganjam | Sep 25, 2025
ବିଶ୍ଵ ଫାର୍ମାସିଷ୍ଟ ଦିବସ ଅବସର ରେ ଭୁବେଶ୍ୱରରେ ସ୍ଥିତ ରେଡ କ୍ରସ୍ ଭବନରେ ( Indian farmacy Graduate's Association - odisha branch) ଏବଂ (Odisha Drugs control officer's Association) ମିଳିତ ଆନୁକୁଲ୍ୟରେ ରେ ଏକ ସଭା ଆୟୋଜିତ ହୋଇଥିଲା ସେଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ମାନ୍ୟବର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ।
Share
Read More News
T & C
Privacy Policy
Contact Us
Your browser does not support JavaScript!