Install App
kishore85153
This browser does not support the video element.
ସୁନ୍ଦରଗଡ ସହର: ଜିଲ୍ଲା ଗୃହରକ୍ଷୀ ଅଫିସ ସମ୍ମୁଖ ପଡ଼ିଆରେ ୮୦ ତମ ରାଜ୍ୟ ପୋଲିସ ଫୁଟବଲ ପ୍ରତିଯୋଗିତାର ଏକ ଲିଗ୍ ମ୍ୟାଚ୍ ବଲାଙ୍ଗିର ଜିଲ୍ଲା ପୋଲିସ ବିଜୟ ହୋଇଛି
Sundargarh Town, Sundargarh | Aug 24, 2025
ସୁନ୍ଦରଗଡ ରବିବାର ଅପରାହ୍ନ ୪ ଟା ସମୟର ସୂଚନା ଅନୁଯାୟୀ ଗୃହରକ୍ଷୀ ଅଫିସ ସମ୍ମୁଖ ପଡ଼ିଆରେ ୮୦ ତମ ରାଜ୍ୟ ପୋଲିସ ଫୁଟବଲ ପ୍ରତିଯୋଗିତା ର ଏକ ଲିଗ୍ ମ୍ୟାଚ୍ ରେ ବଲାଙ୍ଗିର ପୋଲିସ ଗଜପତି ପୋଲିସ କୁ ୨- ୦ ଗୋଲ ରେ ହରାଇଲା ଅତିଥି ଝାରସୁଗୁଡ଼ା ପୂର୍ବତନ ଏସ ପି ନୃପ ଚରଣ ଦଣ୍ଡସେନା।
Share
Read More News
T & C
Privacy Policy
Contact Us
Your browser does not support JavaScript!